ପୁରୀ ରେ ମୋଦି ଙ୍କ ରୋଡ଼ ସୋ
ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିଲେ ମୋଦି

ଭୁବନେଶ୍ୱର : ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜଗନ୍ନାଥ ଙ୍କୁ ଦର୍ଶନ କଲେ, ମହାପ୍ରଭୁ ଙ୍କ ଆଶ୍ରିବାଦ ନେଇ ପରେ ବଡ ଦାଣ୍ଡରେ ମୋଦି ଙ୍କ ବିଶାଳ ରୋଡ଼ ଶୋ ହୋଇଥିଲା ମରିଚିକୋଟ ଛକରୁ ଆରମ୍ଭ ହୋଇଥିଲା ରୋଡ଼ ସୋ ମେଡିକାଲ ଛକରେ ସରିଥିଲା ,ମୋଦି ଙ୍କ ସହିତ ରୋଡ଼ ଶୋ ରେ ସାଙ୍ଗରେ ଥିଲେ ମନମୋହନ ସାମଲ, ସମ୍ବିତ ପାତ୍ର,ଜୟନ୍ତ ଷଡ଼ଙ୍ଗୀ ସାମିଲ ଥିଲେ