ଆକାଶ ରେ ନିଆଁ ଝୁଲ
ରାଜ୍ୟର ସବୁ ଠୁ ଉତତ୍ତ ସହର ଝାରସୁଗୁଡା

ଭୁବନେଶ୍ୱର : ରାଜ୍ୟର ସବୁଠୁ ଉତ୍ତତ ସହର ଝାରସୁଗୁଡା, 47 ଡିଗ୍ରୀ ପାର କଲା ତାପମାତ୍ରା, ଆକାଶ ରୁ ଖସୁଚି ଯେପରି ନିଆଁ ପେଣ୍ଡୁଳା, ଘରୁ ବାହାରିବା ଅସମ୍ଭବ ହୋଇପଡୁଛି, ସେପଟେ ଗୁଳୁ ଗୁଳି ବି ଲାଗି ରହିଛି, ଗୁଳୁ ଗୁଳି ସାଙ୍ଗକୁ ଖରା ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି,