ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ବିଜେପି ଏମପି
ଆଗାମୀ ଦିନରେ ଓଡିଶାର ବିକାଶ ନେଇ ହେଲା ଆଲୋଚନା

ଭୁବନେଶ୍ୱର :ଆଜି ଓଡିଶା ର ନବ ନିର୍ବାଚିତ ସାଂସଦ ମାନେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନେରେଦ୍ର ମୋଦି ଙ୍କୁ ଆଗାମୀ ଦିନରେ ଓଡିଶା ର ବିକାଶ ନେଇ ଆଲୋଚନା ହେବା ସହିତ ନିର୍ବାଚନ ସମୟରେ ଜନ ସାଧାରଣ ଙ୍କୁ ଦିଆଯାଇଥିବା ପ୍ରତିଶୃତି ଉପରେ ଆଲୋଚନା ହୋଇଥିବା ସୂଚନା ମିଳୁଛି.....