ଆସନ୍ତାକାଲି ଓଡିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ବିଜେପି ପାର୍ଥୀଙ୍କ ଲାଗି କରିବେ ନିର୍ବାଚନୀ ପ୍ରଚାର

ଆସନ୍ତାକାଲି ଓଡିଶା ଆସୁଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର :ଆସନ୍ତା କାଲି ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଆସୁଛନ୍ତି, ଓଡିଶା ଆସି ବିଜେପି ପାର୍ଥୀ ଙ୍କ ଲାଗି କରିବେ ପ୍ରଚାର, ନିଶ୍ଚନ୍ତକୋଇଲି ସହିତ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟନ ପଡିଆରେ ବିଜେପି ନିର୍ବାଚନୀ ସମାବେଶ ରେ ଯୋଗଦେବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! ସମାବେଶ ରେ ଯୋଗଦେଇ ବିଜେପି ର ପୁରୀ ଲୋକସଭା ପ୍ରାର୍ଥୀ ଓ ଚିଲିକା ବିଧାୟକ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିବାର ସୂଚନା ରହିଛି !