ଆସୁଛି ଆଉ ଏକ ଲଘୁଚାପ
ଆସନ୍ତା 22 ରେ ହେବ ଲଘୁଚାପ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ #24ତାରିଖ ବେଳକୁ ଏକ #ଅବାପାତରେ ପରିଣତ ହେବାର ସମ୍ଭାବନା ରହିଛି l ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି .