ଓଡିଶା ରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ

ଓଡିଶା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ

ଓଡିଶା ରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସାମ୍ବାଦିକ ସମ୍ମିଳନୀ

ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ । ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69 ହଜାର 887 । ଏହି ସ୍ଥାନରେ 9162 ଟି ମତଦାନ କେନ୍ଦ୍ର ରହିବ। 1041 ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । 25ଟି ବୁଥ pwd କର୍ମଚାରୀ ଙ୍କ ଦ୍ଵାରା ପରିଚାଳିତ ହେବ ।1541 ଆଦର୍ଶ ବୁଥ ହେବ।  

24 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । କନ୍ଧମାଳରେ 22,ଗଞ୍ଜାମରେ 20, ସୁନ୍ଦରଗଡ 16,ବଲାଙ୍ଗୀର ଓ ବରଗଡ଼ରେ 14 ଲେଖାଏଁ ଝାରସୁଗୁଡା ଓ ବୌଦ୍ଧ 5 କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ହେବେ।35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ରହିଛନ୍ତି । ସେଥିମଧ୍ୟରୁ 41 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାର୍ଥୀ ରହିଛନ୍ତି।

ରାଜ୍ୟରେ 17 କୋଟି 18 ଲକ୍ଷ ଟଙ୍କା ଜବତ ହୋଇଛି। 31 ଲକ୍ଷ ଲିଟର ମଦ,73 କୋଟି ଟଙ୍କାର ଡ୍ରଗସ୍ ଜବତ।ସବୁଠାରୁ ଅଧିକ ବରଗଡ଼ରେ 1 କୋଟିରୁ ଅଧିକ ଟଙ୍କାର କ୍ୟାସ ଜବତ ହୋଇଛି । ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମିଳନୀ କରି କହିଛନ୍ତି,