ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ
କାହିଁକି ଛୁଟିରେ ଗଲେ ସୁଜାତା କାର୍ତିକେୟନ ?

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ର କମିଶନର ଭାବେ କାମ କରଥିଲେ ସୁଜାତା ଆର କାର୍ତ୍ତିକେୟନ, ନିର୍ବାଚନ ସମୟରେ ମିଶନ ଶକ୍ତିକୁ ବିଜେଡି ଭୋଟ ଲାଗି ବ୍ୟବହାର କରୁଥିବା ଅଭିଯୋଗ ରେ ତାଙ୍କୁ ମିଶନ ଶକ୍ତି ବିଭାଗ ରୁ ବାହାର କରାଯାଇଥିଲା, କିନ୍ତୁ ନିର୍ବାଚନ ରେ ଓଡିଶା ରେ ବିଜେଡି ଶୋଚନିୟ ହାରିବା ବିଜେପି ସରକାର କରିବାକୁ ଯାଉଛି ଯେଉଁଥି ଲାଗି ସୁଜାତା କାର୍ତ୍ତିକେୟନ ଛଅ ମାସ ଛୁଟି ରେ ଯାଉଥିବା ଚର୍ଚ୍ଚା ହେଉଛି, କିନ୍ତୁ ସୁଜାତା କାର୍ତ୍ତିକେୟନ ନିଜ ଝିଅ ର ଦଶମ ପରୀକ୍ଷା ଥିବାରୁ ତାଙ୍କ ପିଲା ର ପାଠ ପଢା ଲାଗି ଛୁଟି ନେଇଥିବା ଦର୍ଶାଇଛନ୍ତି,