ଆସନ୍ତା କାଲି ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ

ଟ୍ରାଫିକ କଟକଣା ନେଇ ଆଡ଼ଭାଇଜାରୀ ଜାରି

ଆସନ୍ତା କାଲି ଭୁବନେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ

ଭୁବନେଶ୍ୱର : ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ବରରେ ମେଗା ରୋଡ ସୋ କରିବେ ବିଜେଡି ସୁପ୍ରିମୋ। ସବୁ ଛକରେ ହୁଳୁହୁଳି ପକାଇ ଓ ଫୁଲ ପକାଇ ନବୀନଙ୍କୁ ସ୍ବାଗତ କରାଯିବ।  ରୋଡ ସୋ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଲକ୍ଷାଧିକ ଲୋକଙ୍କ ସମାଗମ ସମ୍ଭାବନା ଥିବାରୁ କର୍ଡନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ରୋଡ ସୋ ବେଳେ ଉପସ୍ଥିତ ରହିବେ ବରିଷ୍ଠ ପୋଲିସ ଅଫିସ। ଉଚ୍ଚ ବିଲିଂ ମାନଙ୍କରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ।..