ବିଜେଡି ଛାଡି ବିଜେପି ରେ ମିଶିଲେ ସମୀର ଦାସ

ଶଙ୍ଖ ଛାଡି ପଦ୍ମ ଧରିଲେ ନିମାପଡା ପୂର୍ବତନ ବିଧାୟକ ସମୀର ଦାସ

ବିଜେଡି ଛାଡି ବିଜେପି ରେ ମିଶିଲେ ସମୀର ଦାସ

ଭୁବନେଶ୍ୱର : ବିଜେଡି ଛାଡି ବିଜେପି ରେ ଯୋଗ ଦେଲେ ସମୀର ଦାସ ବିଜୁ ଜନତା ଦଳ ଛାଡିବା ନେଇ ଆଜି ଏକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଛାଡିଥିଲେ l 1998 ରେ BJP ରେ ଯୋଗ ଦେଇ 2004 ରେ କିଛି ଘଟଣା କୁ ନେଇ ଛାଡ଼ିଥିଲେ ବିଜେପି ଓ 2006 ରେ ବିଜୁ ଜନତା ଦଳ ରେ ଯୋଗ ଦେଇଥିଲେ l 2009 ରେ ଲଢିଥିଲେ ବିଧାୟକ ଭାବେ l ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟଧାରା ଓ କଥା ନୁହେଁ କାମ ରେ କରି ଦେଖାଇବାର ଶୈଳୀ ରେ ପ୍ରଭାବିତ ହୋଇ ଓ ଦଳରେ ଦେଇଛନ୍ତି l