ନକଲି ସାର୍ଟିଫିକେଟ ମହାଙ୍ଗା ପଡିଲା ଚାକିରୀ ରୁ ହେଲେ ବହିଷ୍କୃତ

ଦଣ୍ଡାଦେଶ ଶୁଣାଇଲେ ଜୟପୁର ଭିଜିଲାନ୍ସ କୋର୍ଟ

ନକଲି ସାର୍ଟିଫିକେଟ ମହାଙ୍ଗା ପଡିଲା ଚାକିରୀ ରୁ ହେଲେ ବହିଷ୍କୃତ

ଜୟପୁର :1996 ମସିହାରେ କୋରାପୁଟ OSAP ଥାର୍ଡ ବାଟାଲିୟନରେ ନକଲି ମାଟ୍ରିକ ଓ ଖେଳ ସାର୍ଟି ଫିକେଟ ଦେଇ ଚାକିରି କରିଥିବା ୨ ସିପାହୀଙ୍କୁ ଚାକିରିରୁ ବହିଷ୍କୃତ । ଢେଙ୍କାନାଳ ଜିଲ୍ଲାର ଆଦିତି କୁମାର ବିଶ୍ଵାଳ ଓ ଅଜିତ କୁମାର ବିଶ୍ବାଳ କୁ ବହିଷ୍କୃତ କରିଛି ପୋଲିସ ବିଭାଗ । ବ୍ରହ୍ମପୁର ଭିଜିଲାନସ ପକ୍ଷରୁ  ମାମଲା ଦାୟର ହୋଇଥିଲା । ଜୟପୁର ସ୍ବତନ୍ତ୍ର ଭୋଜିଲାନସ କୋର୍ଟରେ ଦଣ୍ଡିତ ହେବାପରେ ଚାକିରିରୁ ବହିଷ୍କୃତ କରାଯାଇଛି । ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଦୁଇ ଯୁବକ ଙ୍କୁ ଜେଲ ସହ ଚାକରି ରୁ ବହିଷ୍କୃତ ନକଲି ପ୍ରମାଣପତ୍ର ଦେଇ OSAP ରେ ଚାକିରି କରିଥିବା ଢ଼େଙ୍କନାଳର ଅଦିତ ବିଶ୍ୱାଳ ଓ ଅଜିତ ବିଶ୍ୱାଳ ଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜୟପୁର ଭିଜିଲାନ୍ସ କୋର୍ଟ,