ଓଡିଶାରେ ରାମ
ଓଡିଶାରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବିଜେପି ଲାଗି କରୁଛନ୍ତି ପ୍ରଚାର

ଭୁବନେଶ୍ୱର : ଓଡିଶା ଆସିଛନ୍ତି ରାମାୟଣ ଚରିତ୍ର ରେ ଅଭିନୟ କରି ଲୋକ ଙ୍କ ମନରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଅରୁଣ ଗୋଭିଲ ବିଜେପି ଲାଗି କରୁଛନ୍ତି ପ୍ରଚାର, ଆଜି ଏକ ସଭା ରେ ଭାଷଣ ଦେଇ କହିଛନ୍ତି ଓଡ଼ିଶାରେ ଲୋକଙ୍କ ଉତ୍ସାହ ଦେଖି ଲାଗୁଛି ଏଠି ସରକାର ବଦଳିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଯୋଗୁଁ ରାମ ମନ୍ଦିର ହୋଇ ପାରିଛି। ଏଠି ବି ବିଜେପି ସରକାର ଆଣନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ନେତା ଅରୁଣ ଗୋଭିଲ୍। ରାମାୟଣ ଚରିତ୍ର ରେ ଅଭିନୟ କରି ଲୋକ ଙ୍କ ମନରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଅରୁଣ ଗୋଭିଲ ବିଜେପି ଲାଗି ମାରାଥନ ପ୍ରଚାର କରୁଛନ୍ତି ,