ଓଡିଶା ଲୋକ ଙ୍କ ବିକାଶ ଲାଗି କଂଗ୍ରେସ ସବୁବେଳେ ରହିଛି
ଓଡିଶା ର ଲୋକଙ୍କ ସାଥି କେବଳ କଂଗ୍ରେସ

ଭୁବନେଶ୍ଵର : ଜଙ୍ଗଲ, ଜମି,ପାଣି, ଘର କିଛି ରହିବନି, ସବୁ ଲୁଟିବା ପାଇଁ ବିକିବା ପାଇଁ ଭୁବନେଶ୍ୱର ପହଞ୍ଚିଲେଣି ଘରୋଇ କମ୍ପାନୀ ବୋଲି ଅଭିଯୋଗ କରିଛି କଂଗ୍ରେସ,ସାମ୍ବାଦିକ ସମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ପ୍ରଭାରୀ ଅଜୟ କୁମାର, ଶାସନରେ କୋଷ୍ଟାଲ ଏରିଆରେ ବେରୋଜଗାର ବଢିବ,ଓଡିଶାବାସୀ ସଚେତନ ରୁହନ୍ତୁ, ଆପଣ ଆମକୁ ଛାଡ଼ନ୍ତୁ ନାହିଁ,ଆମେ ଆପଣଙ୍କୁ ଛାଡ଼ିବୁନାହିଁ,ଓଡ଼ିଶାର ରକ୍ଷା ପାଇଁ କଂଗ୍ରେସ ଅଛି, ରାହୁଲ ଗାନ୍ଧୀ ଅଛନ୍ତି,ଯେଉଁମାନେ ହାରିଛନ୍ତି ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଗକୁ ବହୁତ କାମ ବାକି ଅଛି,ଭଲ ବ୍ୟକ୍ତି ଯେଉଁମାନେ ଲଢ଼ିଥିଲେ ସାହସର ସହିତ ସେମାନଙ୍କୁ ଉପଯୁକ୍ତ ପଦପଦବୀ ଦିଆଯିବ, ଓଡିଶା ବହୁତ ଭଲ ରାଜ୍ୟ, ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଓଡିଶା ପାଇଁ କଂଗ୍ରେସ ଲଢେଇ କରିବ,କଂଗ୍ରେସ ଦଳକୁ ଆଶ୍ରିବାଦ ଦେଇଥିବାରୁ ଆମେ ଓଡିଶାବାସୀଙ୍କୁ ଧନ୍ୟବଦ ଦେଉଛୁ...