ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ କେତେ ଜଣ ଅଛନ୍ତି ଭୋଟର ଆସନ୍ତୁ ଜାଣିବା

ଶାନ୍ତି ଶୁଙ୍ଖଳା ସହିତ ହେବ ନିର୍ବାଚନ ପରିଚାଳନା

ଭୁବନେଶ୍ୱର :ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟର୍ ଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍। ୨୧% ଯୁବ ଭୋଟର୍। ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର୍ ଘରୁ ମତଦାନ କରିଛନ୍ତି। ମୋଟ ସାଂସଦ ପ୍ରାର୍ଥୀ ହେଲେ ୬୪ ଏବଂ ୩୮୩ ବିଧାୟକ ପ୍ରାର୍ଥୀ ଏ ପର୍ଯ୍ୟାୟରେ ଅଛନ୍ତି।

ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧। 2 ହଜାର ମଡେଲ ବୁଥ। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି। ୬ ସଂସଦୀୟ କ୍ଷେତ୍ରରେ ମୋଟ ୨୬୩.୫୫ କୋଟି ଟଙ୍କାର ଜବତ ହୋଇଛି।

ଟି ସଂସଦୀୟ କ୍ଷେତ୍ରରୁ 12 କୋଟି 22 ଲକ୍ଷ ଟଙ୍କା କ୍ୟାସ ଜବତ ହୋଇଛି।