ଲଘୁଚାପ ନେଇପାରେ ବାତ୍ୟା ରୂପ !

22 ରେ ଲଘୁଚାପ 24 ରେ ପ୍ରବଳ ବର୍ଷା, ସମୁଦ୍ର ଭିତରେ 40 50 କିମି ରେ ବହିବ ପବନ

ଲଘୁଚାପ ନେଇପାରେ ବାତ୍ୟା  ରୂପ !

ଭୁବନେଶ୍ୱର : ଆସୁଛି ଲଘୁଚାପ ମେ 22 ରେ ଲଘୁଚାପ ହେବ ତାର 48 ଘଣ୍ଟା 24 ତାରିଖ ସକାଳ ମଧ୍ୟରେ ଅବପାତ ରେ ପରିଣତ ହେବ ଏହା ପ୍ରଭାବ ରେ ଆଭ୍ୟନ୍ତରିଣ ଓଡିଶା ରେ 24 ଓ 25 ରେ ପ୍ରବଳ ବର୍ଷା ସହିତ ସମୁଦ୍ର ଅଶାନ୍ତ ରହିବ । ସମୁଦ୍ର ଭିତରେ 40 ରୁ 50 କିମି ବେଗରେ ପବନ ବହିବ ଓ ଝଟକା ପବନ 70 ରହିବ 23 ରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି, ସମୁଦ୍ର ଅଶାନ୍ତ ରହିବ ଏବଂ 24 ଓ 25 ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପ ସାଗର, ଓଡିଶା ରେ 25 ମେ ରେ ତୃତୀୟ ପର୍ଯ୍ୟୟ ନିର୍ବାଚନ ରହିଛି ଆଉ ବର୍ଷା ବି ପାଣି ବିଭାଗ ଏଯାଏ ବାତ୍ୟା ଆକଳନ କରିନଥିଲେ ମଧ୍ୟ ଏଇ ଲଘୁଚାପ ବାତ୍ୟା ର ରୂପ ନେଇ ପାରେ, ଲଘୁଚାପ ହେଲା ପରେ ଯାଇ ତାର ଗତି ପଥ ର ତୀବ୍ରତା ଆକଳନ କରିହେବ, ଗତ 24 ଘଣ୍ଟା ଭିତରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କେତେକ ସ୍ଥାନରେ କାଳ ବୈଶାଖୀ ହୋଇଛି,