ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ
ଆଜି ମହାପ୍ରଭୁ ଙ୍କ ଦର୍ଶନ କରି ଦାୟିତ୍ୱ ନେଲେ
ପୁରୀ : ଶ୍ରୀମନ୍ଦିରର ନୂତନ ମୁଖ୍ୟପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢି l ବୀର ବିକ୍ରମ ଯାଦବ ଛୁଟି ରେ ଥିବା ହେତୁ ଦାୟିତ୍ୱ ରେ ରହିବେ ଅରବିନ୍ଦ ପାଢ଼ୀ, ଆଜି ପ୍ରଥମେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ପାଢ଼ୀ l 1971ମସିହା ରେ ଯେଉଁଭଳି ଭାବେ ନୀତିକାନ୍ତି ସମ୍ପାଦନ ହେଇଥିଲା ଚଳିତ ବର୍ଷ ସେହିପରି କରିବା ଲାଗି ନିର୍ଦେଶ ଦେଇଛନ୍ତି l