ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ଓ କର୍ମୀ ମାନେ ଉତ୍ସାହିତ

ଭୁବନେଶ୍ୱର : ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ ଆସନ୍ତା ମେ 26 ତାରିଖରୁ 28 ତାରିଖ ଭିତରେ ଉଭୟ ଓଡିଶା ଆସିବାର କାଯ୍ୟକ୍ରମ ରହିଛି, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସାଧାରଣ ସଭାରେ ଉଦବୋଧନ ଦେବେ ଉଭୟ ରାହୁଲ ଏବଂ ଏଆଇସିସି ଅଧକ୍ଷ ମଲିକ ଅର୍ଜୁନ ଖଡ଼ଗେ,କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଦୁଇଟି ସଂସଦୀୟ କ୍ଷତ୍ରରେ ଉଭୟ ନେତା ସଭା କରିବାର କାଜ୍ୟକ୍ରମ ରହିଛି, ଆଗାମୀ ଦିନରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବାର କାଯ୍ୟକ୍ରମ ରହିଛି, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଙ୍କ ଓଡିଶା ଆସିବାକୁ ନେଇ କଂଗ୍ରେସ ନେତା ଓ କର୍ମୀ ମାନେ ଉତ୍ସାହିତ ଅଛନ୍ତି ,