ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା ମୃତକ ହେଲେ ସୌମ୍ୟ ରଂଜନ ସ୍ୱାଇଁ ଘର ମୌରାପୁର ଓଲଟପୁର ଥାନା ଜିଲ୍ଲା କଟକରେ ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା, ଭିଙ୍ଗାରପୁର ଦୁଇ ଯୁବତିଙ୍କୁ ଅସଦାଚରଣ ନେଇ ଆଜି ହୋଇଥିଲା ଉତେଜନା ସ୍କୁଟି ଯୋଗେ ଯାଉଥିବା ଯୁବତିଙ୍କୁ ଅସଦାଚରଣ କରିଥିଲେ ସୌମ୍ୟ ରଞ୍ଜନ ନିଆଳି ବାହାରାଣ ରୁ ଆସୁଥିବା ଦୁଇ ଯୁବକ ଗାଡି ଧକ୍କା ଦେବାକୁ ବିରୋଧ କରିଥିଲେ ଯୁବତୀ ଯାହାକୁ ନେଇ ରାସ୍ତା ଉପରେ ଯୁବତିକୁ ଅସଦାଚରଣ କରିଥିଲେ ସୌମ୍ୟ ରଞ୍ଜନ ଏନେଇ ଯୁବତିଙ୍କ ରାସ୍ତା ଉପରେ ହଙ୍ଗାମା ପରେ ଦୁଇ ଯୁବକକୁ ନିର୍ଦ୍ଧୁମ ପିଟିଥିଲେ ସ୍ଥାନୀୟ ଲୋକ ଆହତ ସୌମ୍ୟ ରଂଜନ କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା ସେଠାରେ ତାଙ୍କୁ ୧.୨୫ ରେ ଡାକ୍ତର ମୃତ ଘୋଷଣା କରିଛନ୍ତି
